କଥା ଦେଇକି ପ୍ରେମିକା ମୋର କଥା ରଖିଲା ନାହିଁ ଭଲ ପାଇବାର ଅଭିନୟ କରି ଧୋକା ଦେଇ ଚାଲି ଗଲ ମୋତେ ଏକା କରି ଦେଇ ସେ ମୋ ଭଲ ପାଇବା ଥିଲା ଆସିଥିଲା ମୋ ପାଖକୁ ଅଳ୍ପ ଦିନ ପାଇଁ ତା ପରେ ସେ ମୋତେ ଛାଡ଼ି ଚାଲିଗଲା ଜୀବନ ରାଇଜ ଛାଡ଼ି ଇଲାକା ଚାଲିଗଲା ଏକଲା ଲୁହ ହସ

Oriya ମୋତେ ଏକା କରି ଛାଡ଼ି ଚାଲିଗଲା Poems